or_tn/luk/17/08.md

1.4 KiB

Instead, will he not say to him ... you will eat and drink'?

ଜଣେ ଦାସକୁ ପ୍ରକୃତରେ କିପରି ବ୍ୟବହାର କରିବାକୁ ହେବ ସେ ସମ୍ପର୍କରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ବ୍ୟାଖ୍ୟା କରିବାକୁ ଏକ ଦ୍ୱିତୀୟ ପ୍ରଶ୍ନ କରନ୍ତି I I ଏହା ଏକ ଉକ୍ତି ହୋଇପାରିବ I ବିକଳ୍ପ ଅନୁବାଦ: “ସେ ନିଶ୍ଚିତ ଭାବରେ ତାହାକୁ କହିବ ... ଭୋଜନ କର ଓ ପାନ କର I” (ଦେଖ: rc://*/ta/man/translate/figs-rquestion)

put a belt around your clothes and serve me

ତୁମର ଅଣ୍ଟାରେ ଲୁଗା ବାନ୍ଧ ଏବଂ ମୋର ସେବା କର ବା “ଉପଯୁକ୍ତ ଭାବରେ ଲୁଗା ପରିଧାନ କର ଓ ମୋର ଯତ୍ନ ନିଅ I” ଲୋକମାନେ ସେମାନଙ୍କର ଅଣ୍ଟାରେ କଷି କରି ଲୁଗା ପିନ୍ଧନ୍ତି ଯେପରି ସେମାନେ କାମ କରିବା ବେଳେ ସେଗୁଡିକ ବ୍ୟାଘାତ ସୃଷ୍ଟି ନ କରେ I(ଦେଖ: rc://*/ta/man/translate/figs-explicit)

and after these things

ତାହା ଉତ୍ତାରେ ତୁ ମୋର ସେବା କରିବା ପରେ