or_tn/luk/17/07.md

872 B

But which of you ... will say ... recline at table'?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଜଣେ ଦାସର ଭୂମିକା ସମ୍ପର୍କରେ ଚିନ୍ତା କରିବାକୁ ସାହାଯ୍ୟ କରିବା ନିମନ୍ତେ ଏକ ପ୍ରଶ୍ନ କରନ୍ତି I ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ କେହି ବି ...ସେ କହିବ.. ଖାଇବାକୁ ବସ୍ I” (ଦେଖ: rc://*/ta/man/translate/figs-rquestion)

a servant plowing or keeping sheep

ଜଣେ ଦାସ ଯିଏ ତୁମର କ୍ଷେତ ହଳ କରେ ବା ତୁମର ମେଷଗୁଡିକର ଯତ୍ନ ନିଏ