or_tn/luk/17/06.md

2.1 KiB
Raw Permalink Blame History

If you had faith like a mustard seed, you would say

ସୋରିଷ ମଞ୍ଜି ଏକ ଅତି କ୍ଷୁଦ୍ର ମଞ୍ଜି ଅଟେ I ଯୀଶୁ ସୂଚିତ କରନ୍ତି ଯେ ସେମାନଙ୍କର ଟିକିଏ ମାତ୍ରାର ବିଶ୍ୱାସ ମଧ୍ୟ ନାହିଁ I ବିକଳ୍ପ ଅନୁବାଦ: “ଯଦି ତୁମ୍ଭମାନଙ୍କର ଛୋଟ ସୋରିଷ ଦାନା ପରି ବିଶ୍ୱାସ ଥାଏ, ତୁମ୍ଭେମାନେ” ବା “ତୁମ୍ଭମାନଙ୍କର ବିଶ୍ୱାସ ସୋରିଷ ଦାନା ପରି ବଡ ନୁହେଁ ଯଦି ତାହା ଥାଆନ୍ତା, ତୁମ୍ଭେମାନେ” (ଦେଖ: [[rc:///ta/man/translate/figs-simile]] ଏବଂ [[rc:///ta/man/translate/figs-explicit]])

mulberry tree

ଯଦି ଏପ୍ରକାର ଗଛ ପରିଚିତ ନୁହେଁ, ତେବେ ଅନ୍ୟ ଗୋଟିଏ ପ୍ରକାର ଗଛକୁ ପ୍ରତିବଦଳ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଡିମ୍ବିରି ଗଛ” ବା “ଗଛ” (ଦେଖ: rc://*/ta/man/translate/translate-unknown)

Be uprooted, and be planted in the sea

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଆପଣାକୁ ଉପାଡି ପକାଅ ଏବଂ ନିଜକୁ ସମୁଦ୍ରରେ ରୋପିତ କର” ବା “ ତୁମ୍ଭମାନଙ୍କର ମୂଳଗୁଡିକୁ ଉପାଡି ପକାଅ ଏବଂ ତୁମ୍ଭମାନଙ୍କ ମୂଳଗୁଡିକ ସମୁଦ୍ରର ଗଭୀର ସ୍ଥାନରେ ରଖ” (ଦେଖ: rc://*/ta/man/translate/figs-activepassive)

it would obey you

ଗଛ ତୁମର ଆଜ୍ଞାବହ ହେବ I ଏହି ଫଳାଫଳ ସର୍ତ୍ତମୂଳକ ଅଟେ I ଏହା ଘଟିବ କେବଳ ଯେତେବେଳେ ସେମାନଙ୍କର ବିଶ୍ୱାସ ଥିବ I