or_tn/luk/17/04.md

857 B

If he sins against you seven times

ଏହା ଏକ ପରିକଳ୍ପନା ଉପରେ ଆଧାରିତ ଭବିଷ୍ୟତର ପରିସ୍ଥିତି ଅଟେ I ଏହା ହୁଏତ କଦାପି ହୋଇ ନ ପାରେ କିନ୍ତୁ ଯଦିଓ ଏହା ହୁଏ, ତଥାପି ଲୋକମାନଙ୍କୁ କ୍ଷମା କରିବା ନିମନ୍ତେ ଯୀଶୁ କହନ୍ତି I (ଦେଖ: rc://*/ta/man/translate/figs-hypo)

seven times in the day, and seven times

ବାଇବଲରେ ସାତ ସଂଖ୍ୟା ସମ୍ପୂର୍ଣ୍ଣତାର ଏକ ପ୍ରତୀକ ଅଟେ I ବିକଳ୍ପ ଅନୁବାଦ: “ଗୋଟିଏ ଦିନ ଭିତରେ ଅନେକ ଥର, ଓ ପ୍ରତ୍ୟେକ ଥର” (ଦେଖ: rc://*/ta/man/translate/figs-explicit)