or_tn/luk/16/31.md

1.9 KiB

If they do not listen to Moses and the prophets

ଏହି ସ୍ଥାନରେ “ମୋଶା ଏବଂ ଭାବବାଦୀମାନେ” ଶବ୍ଦଗୁଡିକ ସେମାନେ ଯେଉଁ ବିଷୟସବୁ ଲେଖିଥିଲେ ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯଦି ସେମାନେ ମୋଶା ଏବଂ ଭାବବାଦୀମାନେ ଯାହାସବୁ ଲେଖିଛନ୍ତି ତାହା ପ୍ରତି ଧ୍ୟାନ ନ ଦିଅନ୍ତି” (ଦେଖ: rc://*/ta/man/translate/figs-metonymy)

neither will they be persuaded if someone would rise from the dead

ଅବ୍ରହାମ ବ୍ୟକ୍ତ କରନ୍ତି ଯେ ଯଦି ସେହି କାଳ୍ପନିକ ପରିସ୍ଥିତି ଘଟିବ, ତେବେ କଅଣ ହେବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମୃତ ହୋଇଥିବା କୌଣସି ବ୍ୟକ୍ତି ଉତ୍ଥିତ ହେଲେ ସୁଦ୍ଧା ସେମାନଙ୍କର ହୃଦବୋଧ ଜାତ କରି ପାରିବ ନାହିଁ” ବା “ଯଦି ଜଣେ ବ୍ୟକ୍ତି ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୁଏ ତେବେ ସୁଦ୍ଧା ସେମାନେ ବିଶ୍ୱାସ କରିବେ ନାହିଁ” (ଦେଖ: [[rc:///ta/man/translate/figs-hypo]]ଏବଂ [[rc:///ta/man/translate/figs-activepassive]])

would rise from the dead

“ମୃତମାନଙ୍କ ମଧ୍ୟରୁ” ଶବ୍ଦଗୁଡିକ ପୃଥିବୀର ନିମ୍ନଦେଶରେ ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ କୁହେ I ସେମାନଙ୍କ ମଧ୍ୟରୁ ଉତ୍ଥିତ ହେବା ଅର୍ଥ ପୁଣି ଥରେ ଜୀବିତ ହେବା ଅଟେ I