or_tn/luk/16/17.md

1.2 KiB

But it is easier for heaven and earth to pass away than for one stroke of a letter of the law to become invalid

ଏହି ବିରୋଧାତ୍ମକ ବିଷୟକୁ ବିପରୀତ କ୍ରମରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଆକାଶ ଓ ପୃଥିବୀ ଯେପର୍ଯ୍ୟନ୍ତ ରହିବ ତାହାଠାରୁ ମଧ୍ୟ ଅଧିକ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବସ୍ଥାର ଅକ୍ଷରର ଏପରିକି କ୍ଷୁଦ୍ରତମ ବିନ୍ଦୁ ସୁଦ୍ଧା ରହିବ”

than for one stroke of a letter

“ବିନ୍ଦୁ” ଗୋଟିଏ ଅକ୍ଷରର କ୍ଷୁଦ୍ରତମ ଅଂଶ ଅଟେ I ଏହା ବ୍ୟବସ୍ଥାର ଏପରି ବିଷୟକୁ ସୂଚାଏ ଯାହା ହୁଏତ ଗୌଣ ମନେ ହୁଏ I ବିକଳ୍ପ ଅନୁବାଦ: “ବ୍ୟବସ୍ଥାର ଏପରିକି କ୍ଷୁଦ୍ରତମ ବିଷୟଗୁଡ଼ିକ ଅପେକ୍ଷା” (ଦେଖ: rc://*/ta/man/translate/figs-explicit)

to become invalid

ଉଭେଇ ଯିବ ବା “ସ୍ଥିତି ସମାପ୍ତ ହେବ”