or_tn/luk/16/16.md

1.5 KiB

The law and the prophets

ଏହା ଈଶ୍ୱରଙ୍କ ସମସ୍ତ ବାକ୍ୟକୁ ସୂଚାଏ ଯାହା ସବୁ ସେହି ସମୟ ପର୍ଯ୍ୟନ୍ତ ଲେଖାଯାଇଥିଲା I

were in effect until

ଅଧିକାର ଥିଲା ବା “ସେଗୁଡିକ ଲୋକମାନେ ପାଳନ କରିବା ଆବଶ୍ୟକ ଥିଲା”

John

ଏହା ବାପ୍ତିଜକ ଯୋହନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: ବାପ୍ତିଜକ ଯୋହନ ଆସିଲେ” (ଦେଖ: rc://*/ta/man/translate/figs-explicit)

the gospel of the kingdom of God is preached

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରେ I ବିକଳ୍ପ ଅନୁବାଦ: “ମୁଁ ଲୋକମାନଙ୍କୁ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ସମ୍ପର୍କରେ ଶିକ୍ଷା ଦେଉଅଛି” (ଦେଖ: rc://*/ta/man/translate/figs-activepassive)

everyone tries to force their way into it

ଏହା ସେହି ଲୋକମାନଙ୍କୁ ସୂଚାଏ ଯେଉଁମାନେ ଯୀଶୁଙ୍କ ଶିକ୍ଷା ଶୁଣୁଥିଲେ ଓ ଗ୍ରହଣ କରୁଥିଲେ I ବିକଳ୍ପ ଅନୁବାଦ: “ଏଥିରେ ପ୍ରବେଶ କରିବା ନିମନ୍ତେ ଅନେକ ଲୋକମାନେ ସେମାନଙ୍କ ଦ୍ୱାରା ଯାହା ସମ୍ଭବ ତାହା କରୁଥିଲେ”