or_tn/luk/16/14.md

1.1 KiB

General Information:

ଏହା ଯୀଶୁଙ୍କ ଶିକ୍ଷାରେ ଏକ ବିରତି ଅଟେ, କାରଣ 14 ପଦ ଆମକୁ ପୃଷ୍ଠଭୂମି ତଥ୍ୟ ପ୍ରଦାନ କରେ ଯେ ଫାରୂଶୀମାନେ କିପରି ଯୀଶୁଙ୍କୁ ବିଦ୍ରୁପ କରୁଥିଲେ I ପଦ 15 ରେ ଯୀଶୁ ଶିକ୍ଷା ଦେବା ଜାରି ରଖନ୍ତି ଏବଂ ଫାରୂଶୀମାନଙ୍କୁ ପ୍ରତ୍ୟୁତ୍ତର ଦିଅନ୍ତି I (ଦେଖ: rc://*/ta/man/translate/writing-background)

Now

ପୃଷ୍ଠଭୂମି ତଥ୍ୟରେ ଏକ ପରିବର୍ତ୍ତନକୁ ଏହି ଶବ୍ଦ ଚିହ୍ନିତ କରେ I

who were lovers of money

ଯେଉଁମାନେ ଧନ ପାଇବାକୁ ଭଲ ପାଆନ୍ତି ବା “ଯେଉଁମାନେ ଧନ ନିମନ୍ତେ ଅତିଶୟ ଲୋଭୀ”

they ridiculed him

ଫାରୂଶୀମାନେ ଯୀଶୁଙ୍କୁ ବିଦ୍ରୁପ କଲେ