or_tn/luk/16/12.md

419 B

who will give to you that which is your own?

ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଯୀଶୁ ଏହି ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “କେହି ତୁମକୁ ତୁମର ନିଜ ନିମନ୍ତେ ଧନ ଦେବ ନାହିଁ I” (ଦେଖ: rc://*/ta/man/translate/figs-rquestion)