or_tn/luk/16/11.md

2.1 KiB

unrighteous wealth

ଲକ୍ଷ୍ୟ କର ଯେ ତୁମେ କିପରି [ଲୂକ 16:9] (../16/09.ମଝି)ରେ ଥିବା ଅଂଶକୁ ଅନୁବାଦ କରିଛ I ସାମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ଯେତେବେଳେ ଧନକୁ “ଅଧାର୍ମିକ” ବୋଲି କହନ୍ତି ସେ ଏକ ପ୍ରତିଶବ୍ଦ ବ୍ୟବହାର କରୁଛନ୍ତି କାରଣ ଏହାର କୌଣସି ଅନନ୍ତକାଳୀନ ମୂଲ୍ୟ ନାହିଁ I ବିକଳ୍ପ ଅନୁବାଦ: “ଏପରିକି ଯେଉଁ ଧନକୁ ତୁମେ ଅସାଧୁ ଉପାୟରେ ଉପାର୍ଜନ କରିଛ” ବା 2) ଯୀଶୁ ଯେତେବେଳେ ଧନକୁ “ଅଧର୍ମ ଧନ” ବୋଲି କହନ୍ତି ସେ ଅତିଶୟୋକ୍ତି କରନ୍ତି କାରଣ ଏହାର କୌଣସି ଅନନ୍ତକାଳୀନ ମୂଲ୍ୟ ନାହିଁ I ବିକଳ୍ପ ଅନୁବାଦ: ଧନ, ଯାହାର କୌଣସି ଅନନ୍ତକାଳୀନ ମୂଲ୍ୟ ନାହିଁ” ବା “ଜାଗତିକ ଧନକୁ ବ୍ୟବହାର କରିବା ଦ୍ୱାରା” (ଦେଖ: [[rc:///ta/man/translate/figs-metonymy]]ଏବଂ [[rc:///ta/man/translate/figs-hyperbole]])

who will entrust true wealth to you?

ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “କେହି ତୁମକୁ ସତ୍ୟ ଧନର ଦାୟିତ୍ବ ଦେବ ନାହିଁ I” ବା “କେହି ତୁମକୁ ସତ୍ୟ ଧନ ପରିଚାଳନା କରିବା ନିମନ୍ତେ ଦେବ ନାହିଁ I”(ଦେଖ: rc://*/ta/man/translate/figs-rquestion)

true wealth

ଏହା ସେହି ଧନକୁ ସୂଚାଏ ଯାହା ଅଧିକ ଯଥାର୍ଥ, ବାସ୍ତବ, ବା ଯାହା ଧନଠାରୁ ସ୍ଥାୟୀ ଅଟେ