or_tn/luk/15/32.md

1.8 KiB

this brother of yours

ପିତା ବଡପୁଅକୁ ସ୍ମରଣ କରାଇ ଦେଉଥିଲେ ଯେ ବର୍ତ୍ତମାନ ଯିଏ ଗୃହକୁ ଆସିଲା ସେ ତାହାର ଭାଇ ଅଟେ I

this brother of yours was dead, and is now alive

ଏହି ରୂପକ ପୁଅ ବାହାରକୁ ଚାଲି ଯିବା ବିଷୟରେ କହେ ଯେ ସତେ ଯେପରି ସେ ମୃତ ହୋଇଥିଲା I ଲକ୍ଷ୍ୟ କର ଯେ ତୁମେ କିପରି [ଲୂକ 15:24] (../15/24.ମଝି)ରେ ଥିବା ବାକ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ଏହା, ସତେ ଯେପରି ତୁମର ଏହି ଭାଇ ମୃତ ହୋଇଥିଲା ଏବଂ ପୂନର୍ବାର ଜୀବିତ ହେଲା” ବା “ତୁମର ଏହି ଭାଇ ମୃତ ହୋଇଥିଲା, କିନ୍ତୁ ସେ ବର୍ତ୍ତମାନ ଜୀବିତ ଅଟେ I (ଦେଖ: rc://*/ta/man/translate/figs-metaphor)

he was lost, and now is found

ଏହି ରୂପକ ପୁଅ ବାହାରକୁ ଚାଲି ଯିବା ବିଷୟରେ କହେ ଯେ ସତେ ଯେପରି ସେ ହଜି ଯାଇଥିଲା I ଲକ୍ଷ୍ୟ କର ଯେ ତୁମେ କିପରି [ଲୂକ 15:24] (../15/24.ମଝି)ରେ ଥିବା ବାକ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ଏହା, ସତେ ଯେପରି ସେ ହଜି ଯାଇଥିଲା ଏବଂ ବର୍ତ୍ତମାନ ମୁଁ ତାହାକୁ ପାଇଲି” ବା “ସେ ହଜି ଯାଇଥିଲା ଏବଂ ଗୃହକୁ ଫେରିଆସିଛି” (ଦେଖ: rc://*/ta/man/translate/figs-metaphor)