or_tn/luk/15/30.md

2.7 KiB

this son of yours

ତୁମର ସେହି ପୁଅ I ବଡପୁଅ ଯେ କେତେ ଦୂର ରାଗିଛି ତାହା ଦର୍ଶାଇବା ନିମନ୍ତେ ସେ ତାହାର ସାନଭାଇକୁ ଏପ୍ରକାରେ ଉଲ୍ଲେଖ କରେ I

who has devoured your living

ଅର୍ଥକୁ ବୁଝାଇବା ନିମନ୍ତେ ଖାଦ୍ୟ ଏକ ରୂପକ ଅଟେ I ଜଣେ ଖାଇ ସାରିବା ପରେ, ସେଠାରେ ଆଉ ଖାଦ୍ୟ ନ ଥାଏ ଓ ଖାଇବାକୁ କିଛି ନ ଥାଏ I ସେହି ଭାଇ ଯେଉଁ ଅର୍ଥ ପାଇଥିଲା ତାହା ଆଉ ନାହିଁ ଏବଂ ଅଧିକ ଖର୍ଚ୍ଚ କରିବା ନିମନ୍ତେ କିଛି ନାହିଁ I ବିକଳ୍ପ ଅନୁବାଦ: “ତୁମର ସମସ୍ତ ସମ୍ପତ୍ତି ନଷ୍ଟ କରିଛି” ବା “ତୁମର ସମସ୍ତ ଅର୍ଥ ଫୋପାଡି ଦେଇଛି” (ଦେଖ: rc://*/ta/man/translate/figs-metaphor)

with prostitutes

ସାମ୍ଭାବ୍ୟ ଅର୍ଥଗୁଡିକ 1) ସେ ମନରେ ଧାରଣ ପୋଷଣ କଲା ଯେ ଏହି ପ୍ରକାରେ ତାହାର ଭାଇ ଅର୍ଥ ବ୍ୟୟ କରିଛି ବା 2) “ଦୂର ଦେଶରେ” ରହି ତା’ର ଭାଇର ପାପପୂର୍ଣ୍ଣ କାର୍ଯ୍ୟକଳାପଗୁଡିକୁ ଅତିରଞ୍ଜିତ କରିବା ପାଇଁ ସେ ବେଶ୍ୟାମାନଙ୍କ ବିଷୟରେ କହିଲା ([ଲୂକ 15:13] (../15/13,ମଝି)) I (ଦେଖ: rc://*/ta/man/translate/figs-hyperbole)

the fattened calf

ବାଛୁରି ଏକ ଯୁବା ଗାଈ ଅଟେ I ଲୋକମାନେ ସେମାନଙ୍କର ବାଛୁରିମାନଙ୍କୁ ବିଶେଷ ଖାଦ୍ୟ ଦିଅନ୍ତି ଯେପରି ତାହା ଉତ୍ତମ ରୂପରେ ବଢ଼ିବ ଏବଂ ତାହାପରେ ସେମାନେ ଯେତେବେଳେ ବିଶେଷ ଭୋଜ ଆୟୋଜନ କରିବାକୁ ଚାହିଁବେ, ସେତେବେଳେ ସେମାନେ ସେହି ବାଛୁରିକୁ କାଟି ଖାଇବେ I” ଲକ୍ଷ୍ୟ କର ଯେ ତୁମେ କିପରି [ଲୂକ 15:23] (../15/23.ମଝି)ରେ ଥିବା ବାକ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ସବୁଠୁ ଉତ୍କୃଷ୍ଟ ବାଛୁରି” ବା “ଆମ୍ଭେମାନେ ମୋଟା କରି ରଖି ଆସୁଥିବା ଯୁବାପଶୁ” (ଦେଖ: rc://*/ta/man/translate/figs-explicit)