or_tn/luk/15/29.md

1.1 KiB

these many years

ଅନେକ ବର୍ଷ ପର୍ଯ୍ୟନ୍ତ

I slaved for you

ମୁଁ ତୁମ ପାଇଁ ବହୁତ କଠିନ ପରିଶ୍ରମ କରି କାର୍ଯ୍ୟ କରିଛି ବା “ମୁଁ ତୁମ ପାଇଁ ଜଣେ କ୍ରୀତଦାସ ପରି କଠିନ କାର୍ଯ୍ୟ କରିଛି”

never broke a rule of yours

କେବେ ସୁଦ୍ଧା ତୁମର ଆଦେଶଗୁଡିକୁ ଅମାନ୍ୟ କରି ନାହିଁ ବା “ତୁମେ ମୋତେ ଯେତେବେଳେ ଯାହା କରିବା ପାଇଁ କହିଛ, ସବୁବେଳେ ମୁଁ ଆଜ୍ଞାବହ ହୋଇଛି”

a young goat

ଗୋଟିଏ ଯୁବା ଛେଳି ଅପେକ୍ଷାକୃତ ସାନ ଅଟେ ଓ ଗୋଟିଏ ମୋଟା ବାଛୁରିଠାରୁ ଅଳ୍ପ ମୂଲ୍ୟବାନ୍ ଅଟେ I ବିକଳ୍ପ ଅନୁବାଦ: “ଏପରିକି ଛେଳିଛୁଆଟିଏ” (ଦେଖ: rc://*/ta/man/translate/figs-explicit)