or_tn/luk/15/25.md

676 B

Now

କାହାଣୀର ମୁଖ୍ୟ ପ୍ରବାହର ବିରତିକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ଏହି ଶବ୍ଦ ବ୍ୟବହୃତ ହୋଇଛି I ଏଠାରେ ବଡପୁଅ ସମ୍ପର୍କୀୟ କାହାଣୀର ଏକ ନୂତନ ଭାଗକୁ କହିବା ପାଇଁ ଯୀଶୁ ଆରମ୍ଭ କରନ୍ତି I

in the field

ଏହା ସୂଚାଏ ଯେ ସେ ବାହାରେ କ୍ଷେତରେ ଥିଲା କାରଣ ସେ ସେଠାରେ କାର୍ଯ୍ୟ କରୁଥିଲା I (ଦେଖ: rc://*/ta/man/translate/figs-explicit)