or_tn/luk/15/23.md

1.2 KiB

fattened calf

ବାଛୁରି ଏକ ଯୁବା ଗାଈ ଅଟେ I ଲୋକମାନେ ସେମାନଙ୍କର ବାଛୁରିମାନଙ୍କ ମଧ୍ୟରୁ ଗୋଟିକୁ ବିଶେଷ ଖାଦ୍ୟ ଦେଉଥିଲେ ଯେପରି ତାହା ଉତ୍ତମ ରୂପରେ ବଢ଼ିବ ଏବଂ ତାହାପରେ ସେମାନେ ଯେତେବେଳେ ବିଶେଷ ଭୋଜ ଆୟୋଜନ କରିବାକୁ ଚାହିଁବେ, ସେତେବେଳେ ସେମାନେ ସେହି ବାଛୁରିକୁ କାଟି ଖାଇବେ I” ବିକଳ୍ପ ଅନୁବାଦ: “ସବୁଠୁ ଉତ୍କୃଷ୍ଟ ବାଛୁରି” ବା “ଆମ୍ଭେମାନେ ମୋଟା କରି ରଖି ଆସୁଥିବା ଯୁବାପଶୁ” (ଦେଖ: rc://*/ta/man/translate/figs-explicit)

kill it

ସେମାନେ ମାଂସ ରାନ୍ଧିବାକୁ ଯାଉଛନ୍ତି ଏହି ସୂଚିତ ତଥ୍ୟକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହାକୁ ବଧ କର ଏବଂ ରନ୍ଧନ କର” (ଦେଖ: rc://*/ta/man/translate/figs-explicit)