or_tn/luk/15/19.md

938 B

I am no longer worthy to be called your son

ମୁଁ ତୁମର ପୁଅ ବୋଲି ଡକାଯିବାର ଯୋଗ୍ୟ ନୁହେଁ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ତୁମେ ଯେ ମୋତେ ପୁଅ ବୋଲି ଡାକିବ ତହିଁର ମୁଁ ଯୋଗ୍ୟ ନୁହେଁ” (ଦେଖ: rc://*/ta/man/translate/figs-activepassive)

make me as one of your hired servants

ମୋତେ ଜଣେ ମୁଲିଆ ଭାବରେ ରଖ ବା “ମୋତେ ଭଡାରେ ନିଅ ଏବଂ ମୁଁ ତୁମର ଜଣେ ଦାସ ହେବି I” ଏହା ଏକ ଅନୁରୋଧ ଅଟେ, ଏକ ଆଦେଶ ନୁହେଁ I ଯେପରି UST କରିଥାଏ, “ଦୟା କରି” ଶବ୍ଦକୁ ଯୋଗ କରିବା ସହାୟକ ହେବ I