or_tn/luk/15/08.md

1.5 KiB

Connecting Statement:

ଯୀଶୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I ଏହା ଜଣେ ସ୍ତ୍ରୀଲୋକ ବିଷୟରେ ଅଟେ ଯାହା ପାଖରେ 10 ଟି ରୌପ୍ୟ ମୁଦ୍ରା ଥିଲା I

Or what woman ... would not light a lamp ... and seek diligently until she has found it?

ଯୀଶୁ ଲୋକମାନଙ୍କୁ ସ୍ମରଣ କରାଇବାକୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେ ଯଦି ସେମାନେ ଗୋଟିଏ ରୌପ୍ୟ ମୁଦ୍ରା ହଜାଇ ଦିଅନ୍ତି, ସେମାନେ ନିଶ୍ଚିତ ଭାବରେ ଏହାକୁ ଯତ୍ନର ସହିତ ଖୋଜିବେ I ବିକଳ୍ପ ଅନୁବାଦ: “ଯେକୌଣସି ସ୍ତ୍ରୀଲୋକ ...ନିଶ୍ଚୟ ଏକ ପ୍ରଦୀପ ଜାଳିବ...ଓ ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନର ସହିତ ଖୋଜିବ I”(ଦେଖ: rc://*/ta/man/translate/figs-rquestion)

if she would lose

ଏହା ପରିକଳ୍ପନା ଉପରେ ଆଧାରିତ ଏକ ପରିସ୍ଥିତି ଅଟେ ଏବଂ ଜଣେ ବାସ୍ତବ ସ୍ତ୍ରୀଲୋକର କାହାଣୀ ନୁହେଁ I କେତେକ ଭାଷାରେ ଏହାକୁ ଦର୍ଶାଇବା ପାଇଁ ଉପାୟଗୁଡ଼ିକ ରହିଛି I (ଦେଖ: rc://*/ta/man/translate/figs-hypo)