or_tn/luk/15/04.md

1.5 KiB

Which man among you ... will not leave ... until he finds it?

ଲୋକମାନଙ୍କୁ ସ୍ମରଣ କରାଇ ଦେବାକୁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେ ଯଦି ସେମାନଙ୍କ ମଧ୍ୟରୁ କାହାର ଗୋଟିଏ ମେଣ୍ଢା ହଜି ଯାଏ, ସେମାନେ ନିଶ୍ଚିତ ଭାବରେ ତାହାକୁ ଖୋଜିବାକୁ ଯିବେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ... ନିଶ୍ଚିତ ଭାବରେ ଛାଡିବ...ଯେପର୍ଯ୍ୟନ୍ତ ସେ ତାକୁ ନ ପାଇବ” (ଦେଖ: rc://*/ta/man/translate/figs-rquestion)

Which man among you, having a hundred sheep

ଯେହେତୁ ଦୃଷ୍ଟାନ୍ତଟି “ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି,” ବୋଲି ଆରମ୍ଭ କରାଯାଇଛି, ତେଣୁ କେତେକ ଭାଷା ଦ୍ୱିତୀୟ ପୁରୁଷରେ ଦୃଷ୍ଟାନ୍ତକୁ ଜାରି ରଖନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ କେଉଁ ବ୍ୟକ୍ତି, ଯଦି ତୁମର ଶହେଟି ମେଣ୍ତା ଅଛି” (ଦେଖ: rc://*/ta/man/translate/figs-123person)

hundred ... ninety-nine

100 ... 99 (ଦେଖ: rc://*/ta/man/translate/translate-numbers)