or_tn/luk/15/01.md

811 B

General Information:

ଆମ୍ଭେମାନେ ଜାଣୁ ନାହୁଁ ଯେ ଏହା କେଉଁ ସ୍ଥାନରେ ଘଟିଲା; ଦିନେ ଯୀଶୁ ଶିକ୍ଷା ଦେଉଥିବା ସମୟରେ ଏହା ସାଧାରଣ ଭାବରେ ଘଟିଲା I

Now

ଏହା ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରେ I (ଦେଖ: rc://*/ta/man/translate/writing-newevent)

all the tax collectors

ଏହା ଗୁରୁତ୍ଵ ଦେବା ନିମନ୍ତେ ଏକ ଅତିରଞ୍ଜନ ଯେ ସେମାନେ ବହୁ ସଂଖ୍ୟକ ଥିଲେ I ବିକଳ୍ପ ଅନୁବାଦ: “ଅନେକ କରଗ୍ରାହୀମାନେ” (ଦେଖ: rc://*/ta/man/translate/figs-hyperbole)