or_tn/luk/14/35.md

3.0 KiB

manure pile

ଲୋକମାନେ ବଗିଚାକୁ ଏବଂ କ୍ଷେତଗୁଡିକୁ ସାରଯୁକ୍ତ କରିବା ନିମନ୍ତେ ଖତ ବ୍ୟବହାର କରନ୍ତି I ସ୍ୱାଦହୀନ ଲୁଣ ଏତେ ଅଦରକାରୀ ଯେ ଏହା ସାର ସହିତ ମିଶାଇବା ନିମନ୍ତେ ବି ଯୋଗ୍ୟ ନୁହେଁ I ବିକଳ୍ପ ଅନୁବାଦ: “ଖତଗଦା” ବା “ସାର”

They throw it out

ଏହାକୁ ସକ୍ରିୟ ପଦରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ଏହାକୁ କେବଳ ଫୋପାଡି ପକାଏ” (ଦେଖ: rc://*/ta/man/translate/figs-activepassive)

The one who has ears to hear, let him hear

ଯୀଶୁ ଗୁରୁତ୍ଵ ଆରୋପ କରନ୍ତି ଯେ ସେ ବର୍ତ୍ତମାନ ଯାହା କହିଲେ ତାହା ମହତ୍ତ୍ଵପୂର୍ଣ୍ଣ ଅଟେ ଏବଂ ବୁଝିବା ନିମନ୍ତେ ଓ ଅଭ୍ୟାସରେ ପରିଣତ କରିବା ନିମନ୍ତେ କିଛି ପ୍ରଚେଷ୍ଟା ଆବଶ୍ୟକ ହୋଇପାରେ I “ଶୁଣିବାକୁ କାନ ଅଛି” ବାକ୍ୟାଂଶ ଏଠାରେ ବୁଝିବା ନିମନ୍ତେ ଓ ପାଳନ କରିବା ନିମନ୍ତେ ଇଚ୍ଛୁକ ହେବା ବିଷୟକୁ ସୂଚାଏ I ଲକ୍ଷ୍ୟ କର ତୁମେ କିପରି [ଲୂକ 8:8](../08 /08. ମଝି)ରେ ଥିବା ଏହି ପାଠ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଶୁଣିବା ନିମନ୍ତେ ଇଚ୍ଛୁକ, ସେ ଶୁଣୁ” ବା “ଯେଉଁ ବ୍ୟକ୍ତି ବୁଝିବା ନିମନ୍ତେ ଇଚ୍ଛୁକ, ସେ ବୁଝୁ ଓ ପାଳନ କରୁ” (ଦେଖ: rc://*/ta/man/translate/figs-metonymy)

The one who ... let him

ଯେହେତୁ ଯୀଶୁ ସିଧାସଳଖ ଭାବରେ ତାଙ୍କର ଶ୍ରୋତାମାନଙ୍କୁ କଥା କହୁଛନ୍ତି, ତୁମେ ଏହି ସ୍ଥାନରେ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିବା ନିମନ୍ତେ ପସନ୍ଦ କରିପାର I ଲକ୍ଷ୍ୟ କର ତୁମେ କିପରି [ଲୂକ 8:8] (../08 /08. ମଝି)ରେ ଥିବା ଏହି ପାଠ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ଯଦି ତୁମେ ଶୁଣିବା ନିମନ୍ତେ ଇଚ୍ଛୁକ ଅଟ, ତୁମେ ଶୁଣ” ବା “ଯଦି ତୁମେ ବୁଝିବା ନିମନ୍ତେ ଇଚ୍ଛୁକ ଅଟ, ତାହାହେଲେ ବୁଝ ଏବଂ ପାଳନ କର” (ଦେଖ: rc://*/ta/man/translate/figs-123person)