or_tn/luk/14/27.md

1.6 KiB

Whoever does not carry his own cross and come after me cannot be my disciple

ଏହାକୁ ଆସ୍ତିସୂଚକ କ୍ରିୟାପଦଗୁଡିକ ସହିତ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯଦି କେହି ମୋହର ଶିଷ୍ୟ ହେବା ପାଇଁ ଇଚ୍ଛା କରେ, ସେ ନିଶ୍ଚୟ ନିଜର କ୍ରୁଶ ବହନ କରୁ ଏବଂ ମୋହର ଅନୁଗମନ କରୁ” (ଦେଖ: rc://*/ta/man/translate/figs-doublenegatives)

carry his own cross

ଯୀଶୁ ଏହି ଅର୍ଥ ପ୍ରକାଶ କରୁନାହାନ୍ତି ଯେ ପ୍ରତ୍ୟେକ ଖ୍ରୀଷ୍ଟିଆନ ନିଶ୍ଚୟ କ୍ରୁଶାର୍ପିତ ହେବ I ରୋମୀୟମାନେ ଅନେକ ସମୟରେ ଲୋକମାନଙ୍କୁ କ୍ରୁଶାର୍ପିତ ହେବା ପୂର୍ବରୁ ରୋମ ପ୍ରତି ସେମାନଙ୍କର ବଶୀଭୂତ ହେବା ଚିହ୍ନ ସ୍ୱରୂପ ସେମାନଙ୍କ କ୍ରୁଶଗୁଡିକ ବହନ କରିବାକୁ ବାଧ୍ୟ କରୁଥିଲେ I ଏହି ରୂପକର ଅର୍ଥ ସେମାନେ ନିଶ୍ଚୟ ଈଶ୍ୱରଙ୍କ ପ୍ରତି ବଶୀଭୂତ ହେବେ ଓ ଯେକୌଣସି ପ୍ରକାରେ ସୁଦ୍ଧା ଯୀଶୁଙ୍କ ଶିଷ୍ୟ ହେବା ପାଇଁ ଦୁଃଖଭୋଗ କରିବା ନିମନ୍ତେ ଇଚ୍ଛୁକ ହେବେ I (ଦେଖ: [[rc:///ta/man/translate/figs-metaphor]]ଏବଂ [[rc:///ta/man/translate/figs-explicit]])