or_tn/luk/14/22.md

857 B

Then the servant said

ସୂଚିତ ତଥ୍ୟକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ଆବଶ୍ୟକ ହେବ ଯେ ପ୍ରଭୁ ଯାହା ଆଜ୍ଞା କଲେ ଦାସ ଠିକ ତାହା ହିଁ କଲା I ବିକଳ୍ପ ଅନୁବାଦ: “ଦାସ ବାହାରକୁ ଗଲା ଏବଂ ତାହା କଲା ଉତ୍ତାରେ, ସେ ଫେରି ଆସିଲା ଏବଂ କହିଲା” (ଦେଖ: rc://*/ta/man/translate/figs-explicit)

what you commanded has been done

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ତୁମେ ଯାହା ଆଦେଶ କଲ ମୁଁ ତାହା କରିଅଛି” (ଦେଖ: rc://*/ta/man/translate/figs-activepassive)