or_tn/luk/14/15.md

1.3 KiB

General Information:

ମେଜରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଲୋକ ଯୀଶୁଙ୍କୁ କହିଲା ଏବଂ ଯୀଶୁ ଏକ ଦୃଷ୍ଟାନ୍ତ କହିବା ଦ୍ୱାରା ତାକୁ ପ୍ରତ୍ୟୁତ୍ତର ଦେଲେ (ଦେଖ: rc://*/ta/man/translate/figs-parables)

one of those who reclined at table

ଏହା ଏକ ନୂତନ ବ୍ୟକ୍ତିର ପରିଚୟ ପ୍ରଦାନ କରେ I (ଦେଖ: rc://*/ta/man/translate/writing-participants)

Blessed is he

ଲୋକଟି କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ସମ୍ପର୍କରେ କହୁ ନ ଥିଲା I ବିକଳ୍ପ ଅନୁବାଦ: “ଯେକୌଣସି ବ୍ୟକ୍ତି ଧନ୍ୟ” ବା “ଏହା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ କେତେ ଉତ୍ତମ”

he who will eat bread

“ରୋଟୀ” ଶବ୍ଦ ସମ୍ପୂର୍ଣ୍ଣ ଭୋଜନକୁ ସୂଚିତ କରିବା ପାଇଁ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ଯେଉଁ ଲୋକ ଭୋଜନ କରିବ” (ଦେଖ: rc://*/ta/man/translate/figs-synecdoche)