or_tn/luk/14/12.md

2.1 KiB

Connecting Statement:

ଫାରୂଶୀଙ୍କ ଗୃହରେ ଥିବା ଲୋକମାନଙ୍କୁ ଯୀଶୁ କଥା କହିବା ଜାରି ରଖିଛନ୍ତି କିନ୍ତୁ ତାଙ୍କ ନିମନ୍ତ୍ରଣକାରୀଙ୍କୁ ସିଧାସଳଖ ସମ୍ବୋଧନ କରୁଛନ୍ତି I

the one who had invited him

ତାଙ୍କୁ ଭୋଜନ କରିବା ନିମନ୍ତେ ଆପଣା ଗୃହକୁ ନିମନ୍ତ୍ରଣ କରିଥିବା ଫାରୂଶୀ

When you give

ଏଠାରେ ""ତୁମେ"" ଏକବଚନ ବିଶିଷ୍ଟ ଅଟେ କାରଣ ତାଙ୍କୁ ଆପଣା ଗୃହକୁ ନିମନ୍ତ୍ରଣ କରିଥିବା ଫାରୂଶୀଙ୍କୁ ଯୀଶୁ ସିଧାସଳଖ କଥା କହୁଛନ୍ତି (ଦେଖ: rc://*/ta/man/translate/figs-you)

do not invite

ଏହା ହୁଏତ ଏହି ଅର୍ଥ ପ୍ରକାଶ କରେ ନାହିଁ ଯେ ସେମାନେ ଏହି ଲୋକମାନଙ୍କୁ କଦାପି ନିମନ୍ତ୍ରଣ କରି ପାରିବେ ନାହିଁ I ସମ୍ଭବତଃ, ଏହା ଅର୍ଥ ପ୍ରକାଶ କରି ପାରେ ଯେ ସେମାନେ ଅନ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବା ଉଚିତ୍ ଅଟେ I ବିକଳ୍ପ ଅନୁବାଦ: “କେବଳ ନିମନ୍ତ୍ରଣ କର ନାହିଁ” ବା “ସବୁବେକେ କେବଳ ନିମନ୍ତ୍ରଣ କର ନାହିଁ”

otherwise they may also invite you in return

ଯେହେତୁ ସେମାନେ ହୁଏତ

may invite you in return

ସେମାନଙ୍କ ଭୋଜନକୁ ବା ମହାଭୋଜକୁ ନିମନ୍ତ୍ରଣ କରିବେ

repayment will be made to you

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଏହି ପ୍ରକାରେ ସେମାନେ ତୁମକୁ ପରିଶୋଧ କରିବେ”(ଦେଖ: rc://*/ta/man/translate/figs-activepassive)