or_tn/luk/14/05.md

1.1 KiB

Which of you, if a son or an ox ... pull him out on the Sabbath day?

ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି କାରଣ ସେ ଚାହାନ୍ତି ଯେ ସେମାନେ ସ୍ୱୀକାର କରନ୍ତୁ ଯେ ଆପଣାମାନଙ୍କର ପୁଅ ବା ବଳଦକୁ ଏପରିକି ବିଶ୍ରାମବାରରେ ସୁଦ୍ଧା ସେମାନେ ସାହାଯ୍ୟ କରିବେ କି ନାହିଁ I ଅତଏବ, ଏହା ତାଙ୍କ ନିମନ୍ତେ ମଧ୍ୟ ବିଶ୍ରାମବାରରେ ଲୋକମାନଙ୍କୁ ସୁସ୍ଥ କରିବା ବିଧିସଙ୍ଗତ ଅଟେ I ବିକଳ୍ପ ଅନୁବାଦ: ଯଦି ତୁମ୍ଭମାନଙ୍କ ମଧ୍ୟରେ କାହାର ପୁଅ କିମ୍ବା ବଳଦ... ତୁମ୍ଭେମାନେ ନିଶ୍ଚିତ ଭାବରେ ତୁରନ୍ତ ତାହାକୁ ବାହାରକୁ ଟାଣି ଆଣିବ I” (ଦେଖ: rc://*/ta/man/translate/figs-rquestion)