or_tn/luk/14/02.md

1.1 KiB

Now there in front of him was a man

“ଦେଖ” ଶବ୍ଦ କାହାଣୀରେ ଏକ ନୂତନ ବ୍ୟକ୍ତି ପ୍ରତି ଆମ୍ଭମାନଙ୍କୁ ସଜାଗ କରେ I ତୁମ ଭାଷାରେ ଏହା କରିବା ନିମନ୍ତେ ହୁଏତ ଏକ ଶୈଳୀ ଥାଇ ପାରେ I ଇଂରାଜୀ ଏହା ବ୍ୟବହାର କରେ “ତାହାଙ୍କ ସମ୍ମୁଖରେ ଜଣେ ଲୋକ ଥିଲା” (ଦେଖ: rc://*/ta/man/translate/writing-participants)

was suffering from edema

ଜଳୋଦର ଏକ ଫୁଲା ଯାହା ଜଳ ଦ୍ବାରା ଘଟି ଶରୀରର ଅଂଶଗୁଡିକରେ ବଢି ଉଠିଥାଏ I କେତେକ ଭାଷାରେ ହୁଏତ ଏହି ଅବସ୍ଥା ନିମନ୍ତେ ଏକ ନାମ ରହିଛି I ବିକଳ୍ପ ଅନୁବାଦ: “କଷ୍ଟ ଭୋଗ କରୁଥିଲା କାରଣ ତାହାର ଶରୀରର ଅଂଶଗୁଡିକ ଜଳ ଭରିଯିବା ହେତୁ ଫୁଲି ଯାଇଥିଲା”