or_tn/luk/14/01.md

1.3 KiB

General Information:

ଏହା ବିଶ୍ରାମବାର ଅଟେ ଏବଂ ଯୀଶୁ ଫାରୂଶୀଙ୍କ ଗୃହରେ ଅଛନ୍ତି I ପଦ 1 ପରବର୍ତ୍ତୀ ଘଟଣା ନିମନ୍ତେ ପୃଷ୍ଟଭୂମି ତଥ୍ୟ ପ୍ରଦାନ କରେ I (ଦେଖ: rc://*/ta/man/translate/writing-background)

Now it happened ... on a Sabbath

ଏହା ଏକ ନୂତନ ଘଟଣାକୁ ସୂଚାଇଥାଏ I (ଦେଖ: rc://*/ta/man/translate/writing-newevent)

to eat bread

ଖାଇବା ପାଇଁ ବା “ଗୋଟିଏ ଭୋଜନ ନିମନ୍ତେ I” ରୋଟୀ ଭୋଜନର ଏକ ମହତ୍ତ୍ଵପୂର୍ଣ୍ଣ ଅଂଶ ଥିଲା ଏବଂ ଏହି ବାକ୍ୟରେ ଏକ ଭୋଜନ ପ୍ରତି ସୂଚାଇବା ପାଇଁ ତାହା ବ୍ୟବହୃତ ହୋଇଛି I (ଦେଖ: rc://*/ta/man/translate/figs-synecdoche)

they were watching him closely

ସେମାନେ ଦେଖିବାକୁ ଇଚ୍ଛା କରୁଥିଲେ ଯଦି ସେ କୌଣସି ଭୁଲ କାର୍ଯ୍ୟ କରନ୍ତି ତେବେ ସେମାନେ ତାଙ୍କୁ ଦୋଷାରୋପ କରି ପାରିବେ I