or_tn/luk/13/35.md

1.8 KiB

your house is abandoned

ଯାହା ଶୀଘ୍ର ଘଟିବାକୁ ଯାଉଛି ସେସମ୍ପର୍କରେ ଏହା ଏକ ଭବିଷ୍ୟଦ୍ ବାଣୀ ଅଟେ I ଏହାର ଅର୍ଥ ଈଶ୍ୱର ଯିରୂଶାଲମର ଲୋକମାନଙ୍କୁ ସୁରକ୍ଷିତ କରି ରଖିବା ବନ୍ଦ କରିଦେଇଛନ୍ତି, ତେଣୁ ଶତୃମାନେ ସେମାନଙ୍କୁ ଆକ୍ରମଣ କରି ପାରିବେ ଏବଂ ସେମାନଙ୍କୁ ତଡି ବାହାର କରିଦେବେ I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ସେମାନଙ୍କୁ ପରିତ୍ୟାଗ କରିବେ” ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ” 2) ସେମାନଙ୍କ ନଗରୀ ଶୂନ୍ୟ ହେବ I ବିକଳ୍ପ ଅନୁବାଦ: ତୁମ୍ଭମାନଙ୍କ ଗୃହସବୁ ପରିତ୍ୟକ୍ତ ହେବ I (ଦେଖ: rc://*/ta/man/translate/figs-metaphor)

you will not see me until you say

ଯେପର୍ଯ୍ୟନ୍ତ ସେହି ସମୟ ଆସିନାହିଁ, ଯେତେବେଳେ ତୁମ୍ଭେମାନେ ଏପରି କହିବ ସେ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ ବା “ପରବର୍ତ୍ତୀ ସମୟରେ ତୁମ୍ଭେମାନେ ମୋତେ ଦେଖିବ, ତୁମ୍ଭେମାନେ କହିବ”

the name of the Lord

ଏଠାରେ “ନାମ” ପ୍ରଭୁଙ୍କ ଶକ୍ତି ଓ ଅଧିକାରକୁ ସୂଚାଏ I (ଦେଖ: rc://*/ta/man/translate/figs-metonymy)