or_tn/luk/13/34.md

2.9 KiB

Connecting Statement:

ଯୀଶୁ ଫାରୂଶୀମାନଙ୍କ ପ୍ରତି ପ୍ରତ୍ୟୁତ୍ତର ଦେବା ସମାପ୍ତ କରନ୍ତି I ଏହା କାହାଣୀର ଏହି ଭାଗର ଅନ୍ତ ଅଟେ I

Jerusalem, Jerusalem

ଯୀଶୁ ଏପରି ଭାବରେ କଥା କହନ୍ତି ସତେ ଯେପରି ଯିରୂଶାଲମର ଲୋକମାନେ ତାଙ୍କ କଥା ଶୁଣୁଛନ୍ତି I ଯୀଶୁ ଯେ ସେମାନଙ୍କ ନିମନ୍ତେ କେତେ ଦୁଃଖିତ, ତାହା ଦର୍ଶାଇବା ନିମନ୍ତେ ସେ ଏହା ଦୁଇ ଥର କହନ୍ତି I (ଦେଖ: rc://*/ta/man/translate/figs-apostrophe)

who kills the prophets and stones those sent to you

ନଗରୀକୁ ସମ୍ବୋଧନ କରିବା ବିଷୟ ଯଦି ବିଚିତ୍ର ଲାଗେ ତୁମେ ଏହା ସ୍ପଷ୍ଟ କରି ପାରିବ ଯେ ଯୀଶୁ ପ୍ରକୃତରେ ନଗରୀରେ ଥିବା ଲୋକମାନଙ୍କୁ ସମ୍ବୋଧନ କରୁଥିଲେ: “ ତୁମ୍ଭେମାନେ ସେହି ଲୋକମାନେ ଯେଉଁମାନେ ଭାବବାଦୀମାନଙ୍କୁ ବଧ କରିଥାଅ ଏବଂ ତୁମ୍ଭମାନଙ୍କ ନିକଟକୁ ପ୍ରେରିତ ଲୋକମାନଙ୍କୁ ପ୍ରସ୍ତାରାଘାତ କରିଥାଅ” (ଦେଖ: rc://*/ta/man/translate/figs-metonymy)

those who are sent to you

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ଯେଉଁମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କଲେ” (ଦେଖ: rc://*/ta/man/translate/figs-activepassive)

How often I desired

ମୁଁ ସେପରି ଇଚ୍ଛା କଲି I ଏହା ଏକ ବିସ୍ମୟସୂଚକ ଭାବ ଅଟେ ଏବଂ ଏକ ପ୍ରଶ୍ନ ନୁହେଁ I

to gather your children

ଯିରୂଶାଲମର ଲୋକମାନେ ତା’ର “ସନ୍ତାନଗଣ” ଭାବରେ ବର୍ଣ୍ଣିତ ହୋଇଛନ୍ତି I ବିକଳ୍ପ ଅନୁବାଦ: “ତୋହର ଲୋକମାନଙ୍କୁ ସଂଗ୍ରହ କରିବା ପାଇଁ” ବା “ଯିରୂଶାଲମର ଲୋକମାନଙ୍କୁ ସଂଗ୍ରହ କରିବା ନିମନ୍ତେ ” (ଦେଖ: rc://*/ta/man/translate/figs-metonymy)

the way a hen gathers her brood under her wings

ଏହା ବର୍ଣ୍ଣନା କରେ ଯେ କିପରି ଗୋଟିଏ କୁକୁଡା ତା’ର ଶାବକମାନଙ୍କୁ ଆପଣାର ଡେଣାଗୁଡିକରେ ଆବୋରି ବିପଦରୁ ସୁରକ୍ଷିତ କରି ରଖେ I (ଦେଖ: rc://*/ta/man/translate/figs-metaphor)