or_tn/luk/13/33.md

1.0 KiB

Nevertheless

ଏହା ସତ୍ତ୍ୱେ ବା “ଯାହା ବି ହେଉ” ବା “ଯାହା କିଛି ବି ଘଟୁ”

it is not acceptable to kill a prophet away from Jerusalem

ଯିହୂଦୀ ନେତାମାନେ ଈଶ୍ୱରଙ୍କ ସେବା କରୁଥିବା ବିଷୟ ଦାବୀ କରୁଥିଲେ I ଏବଂ ତା’ସତ୍ତ୍ୱେ ସେମାନଙ୍କ ପିତୃପୁରୁଷମାନେ ଈଶ୍ୱରଙ୍କ ଅନେକ ଭାବବାଦୀମାନଙ୍କୁ ଯିରୂଶାଲମରେ ହତ୍ୟା କରିଥିଲେ, ଏବଂ ଯୀଶୁ ଜାଣିଥିଲେ ଯେ ସେମାନେ ତାଙ୍କୁ ମଧ୍ୟ ସେଠାରେ ବଧ କରିବେ I ବିକଳ୍ପ ଅନୁବାଦ: “ଯିରୂଶାଲମରେ ହିଁ ଯିହୂଦୀ ନେତାମାନେ ଈଶ୍ୱରଙ୍କ ସମ୍ବାଦବାହକମାନଙ୍କୁ ବଧ କରନ୍ତି” (ଦେଖ: rc://*/ta/man/translate/figs-irony)