or_tn/luk/13/32.md

501 B

that fox

ଯୀଶୁ ହେରୋଦକୁ ଏକ କୋକୀଶିଆଳୀ ବୋଲି ସମ୍ବୋଧନ କରିଥିଲେ I କୋକୀଶିଆଳୀ ଏକ ଛୋଟ ବନ୍ୟ କୁକୁର ଅଟେ I ସାମ୍ଭାବ୍ୟ ଅର୍ଥଗୁଡିକ ହେଲା 1) ହେରୋଦ କଦାପି ଏକ ବଡ ବିପଦ ନ ଥିଲା 2) ହେରୋଦ ପ୍ରତାରଣାତ୍ମକ ଥିଲା I (ଦେଖ: rc://*/ta/man/translate/figs-metaphor)