or_tn/luk/13/28.md

1.5 KiB

Connecting Statement:

ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ସମ୍ପର୍କରେ ଯୀଶୁ କଥା କହିବା ଜାରି ରଖନ୍ତି I ଏହା ଏହି କଥୋପକଥନର ଅନ୍ତ ଅଟେ I

crying and the grinding of teeth

ଏହି କାର୍ଯ୍ୟଗୁଡିକ ପ୍ରତୀକାତ୍ମକ ଅଟେ ଯାହା ଅତ୍ୟନ୍ତ ଅନୁଶୋଚନା ଓ ବିଷାଦକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ସେମାନଙ୍କର ଅତ୍ୟନ୍ତ ଅନୁଶୋଚନା ହେତୁ କ୍ରନ୍ଦନ ଓ ଦନ୍ତ କିଡିମିଡି କରିବା” (ଦେଖ: rc://*/ta/man/translate/translate-symaction)

when you see

ସେମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ ନା ନାହିଁ ସେ ସମ୍ପର୍କରେ ଯୀଶୁ ଲୋକସମୂହକୁ କଥା କହିବା ଜାରି ରଖନ୍ତି I

but you are thrown out

କିନ୍ତୁ ତୁମ୍ଭେମାନେ ଆପେ ନିଜେ ବାହାରେ ପକାଇ ଦିଆଯିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ବଳପୂର୍ବକ ବାହାରେ ପକାଇବେ” (ଦେଖ: rc://*/ta/man/translate/figs-activepassive)