or_tn/luk/13/19.md

1.8 KiB

It is like a mustard seed

ଯୀଶୁ ରାଜ୍ୟକୁ ଏକ ସୋରିଷ ଦାନା ସହିତ ତୁଳନା କରନ୍ତି I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ରାଜ୍ୟ ଏକ ସୋରିଷ ଦାନା ପରି ଅଟେ” (ଦେଖ: rc://*/ta/man/translate/figs-simile)

a mustard seed

ଗୋଟିଏ ସୋରିଷ ଦାନା ଏକ ଅତି କ୍ଷୁଦ୍ର ବୀଜ ଅଟେ ଯାହା ଏକ ବିରାଟ ଗଛରେ ବୃଦ୍ଧି ପାଏ I ଯଦି କେହି ଏହି ବୀଜ ଜାଣିନାହାନ୍ତି ତେବେ ଏହା ପରି ଅନ୍ୟ ଏକ ବୀଜର ନାମ ସହିତ ଏହି ବାକ୍ୟାଂଶକୁ ବା କେବଳ “ଏକ କ୍ଷୁଦ୍ର ବୀଜ” ବୋଲି ଅନୁବାଦ କରାଯାଇପାରେ I (ଦେଖ: rc://*/ta/man/translate/translate-unknown)

threw into his garden

ତାହାର ବଗିଚାରେ ବୁଣିଲା I ଲୋକମାନେ କେତେକ ପ୍ରକାରର ବୀଜକୁ ବିଞ୍ଛି ଦେଇ ବୁଣନ୍ତି ଯେପରି ସେଗୁଡିକ ବଗିଚାରେ ଛିନ୍ନଭିନ୍ନ ହୋଇ ପଡ଼େ I (ଦେଖ: rc://*/ta/man/translate/figs-explicit)

a tree

“ବିଶାଳ” ଶବ୍ଦ ଅତିରଞ୍ଜନ ଅଟେ ଯାହା ଗଛ ଓ କ୍ଷୁଦ୍ର ବୀଜର ବୈଷମ୍ୟକୁ ପ୍ରକାଶ କରେ I ବିକଳ୍ପ ଅନୁବାଦ: “ଏକ ଅତି ବଡ ବୁଦା” (ଦେଖ: rc://*/ta/man/translate/figs-hyperbole)

the birds of heaven

ଆକାଶର ଚଢ଼େଇମାନେ I ବିକଳ୍ପ ଅନୁବାଦ: “ଯେଉଁ ପକ୍ଷୀମାନେ ଆକାଶରେ ଉଡ଼ନ୍ତି” ବା “ଚଢ଼େଇମାନେ ”