or_tn/luk/13/18.md

1.3 KiB

Connecting Statement:

ଯୀଶୁ ସମାଜଗୃହରେ ଥିବା ଲୋକମାନଙ୍କୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I (ଦେଖ: rc://*/ta/man/translate/figs-parables)

What is the kingdom of God like ... what can I compare it to?

ଯୀଶୁ ଯାହା ଶିକ୍ଷା ଦେବାକୁ ଯାଉଥିଲେ ତାହାର ପରିଚୟ ଦେବା ନିମନ୍ତେ ଦୁଇଟି ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ରାଜ୍ୟ କି ପ୍ରକାର ଅଟେ ସେସମ୍ପର୍କରେ ମୁଁ ତୁମ୍ଭମାନଙ୍କୁ କହିବି ... ମୁଁ ଏହା ସହିତ କାହାକୁ ତୁଳନା କରିବି I” (ଦେଖ: rc://*/ta/man/translate/figs-rquestion)

what can I compare it to?

ମୌଳିକ ଭାବରେ ଏହା ପୂର୍ବବର୍ତ୍ତୀ ପ୍ରଶ୍ନ ସହିତ ସମାନ ଅଟେ I କେତେକ ଭାଷା ଉଭୟ ପ୍ରଶ୍ନକୁ ବ୍ୟବହାର କରିପାରିବେ, ଓ କେତେକ କେବଳ ଗୋଟିଏ ପ୍ରଶ୍ନକୁ ବ୍ୟବହାର କରିବେ I (ଦେଖ: rc://*/ta/man/translate/figs-parallelism)