or_tn/luk/13/16.md

2.4 KiB

daughter of Abraham

ଏହା ଏକ ଋଢ଼ୋକ୍ତି ଅଟେ ଯାହାର ଅର୍ଥ, “ଅବ୍ରହାମଙ୍କ ବଂଶଧର” (ଦେଖ: rc://*/ta/man/translate/figs-idiom)

whom Satan bound

ଲୋକମାନେ ପଶୁମାନଙ୍କୁ ବାନ୍ଧି ରଖିବା ବିଷୟ ସହିତ ଶୟତାନ ସେହି ସ୍ତ୍ରୀଲୋକକୁ ରୋଗରେ ଆବଦ୍ଧ କରି ରଖିବା ବିଷୟର ଯୀଶୁ ତୁଳନା କରନ୍ତି I ବିକଳ୍ପ ଅନୁବାଦ: “ଯାହାକୁ ଶୟତାନ ତାହାର ରୋଗ ଦ୍ୱାରା ପଙ୍ଗୁ କରି ରଖିଥିଲା” ବା ଯାହାକୁ ଶୟତାନ ଏହି ରୋଗ ଦ୍ୱାରା ବାନ୍ଧିଥିଲା” (ଦେଖ: rc://*/ta/man/translate/figs-metaphor)

eighteen long years

ଦୀର୍ଘ 18 ବର୍ଷ ବ୍ୟାପି I ଏହି ସ୍ଥାନରେ “ବ୍ୟାପି” ଶବ୍ଦ ଗୁରୁତ୍ଵ ଆରୋପ କରେ ଯେ ଜଣେ ସ୍ତ୍ରୀଲୋକ ପକ୍ଷରେ ଅଠର ବର୍ଷ ଧରି ଦୁଃଖଭୋଗ କରିବା ଏକ ଅତି ଲମ୍ବା ସମୟ ଥିଲା I ହୁଏତ ଅନ୍ୟ ଭାଷାଗୁଡିକରେ ଏହାକୁ ଗୁରୁତ୍ଵ ଦେବା ପାଇଁ ଅନ୍ୟ ଉପାୟଗୁଡିକ ଥାଇପାରେ I (ଦେଖ: rc://*/ta/man/translate/translate-numbers)

should she not be released from this bond on the Sabbath day?

ଯୀଶୁ ସମାଜଗୃହର ଅଧ୍ୟକ୍ଷମାନଙ୍କୁ କହିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେ ସେମାନେ ଭୁଲ ଅଟନ୍ତି I ଯୀଶୁ ସ୍ତ୍ରୀଲୋକର ରୋଗ ସମ୍ପର୍କରେ କହନ୍ତି ସତେ ଯେପରି ଦଉଡିଗୁଡିକ ତାକୁ ବାନ୍ଧିଥିଲା I ଏହାକୁ ଏକ ସକ୍ରିୟ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ଅସୁସ୍ଥତାର ବନ୍ଧନରୁ ତାହାକୁ ମୁକ୍ତ କରିବା ଯଥୋଚିତ ଅଟେ ...ଦିନ” (ଦେଖ: [[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-activepassive]])