or_tn/luk/13/15.md

20 lines
2.0 KiB
Markdown

# But the Lord answered him
ଯୀଶୁ ସମାଜଗୃହର ଅଧ୍ୟକ୍ଷକୁ ପ୍ରତ୍ୟୁତ୍ତର ଦେଲେ I
# Hypocrites
ଯୀଶୁ ସମାଜଗୃହର ଅଧ୍ୟକ୍ଷ ସହିତ ସିଧାସଳଖ କଥାବାର୍ତ୍ତା କରନ୍ତି, କିନ୍ତୁ ଏହା ବହୁବଚନରେ ଥିବା ହେତୁ ଅନ୍ୟ ଧର୍ମନେତାମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ତୁମେ ଏବଂ ତୁମର ସାଥୀ ଧର୍ମନେତାମାନେ କପଟୀ ଅଟନ୍ତି” (ଦେଖ: [[rc://*/ta/man/translate/figs-explicit]])
# Does not each of you untie his ox or his donkey from the stall and lead it to drink on the Sabbath?
ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେପରି ସେମାନେ ଆଗରୁ ଜାଣିଥିବା କିଛି ବିଷୟ ସମ୍ପର୍କରେ ଚିନ୍ତା କରିବେ I ବିକଳ୍ପ ଅନୁବାଦ: “ବିଶ୍ରାମବାରରେ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ଲୋକ ତାହାର ବଳଦ ବା ଗଧକୁ ଗୁହାଳରୁ ଫିଟାଇଥାଆନ୍ତି I” (ଦେଖ: [[rc://*/ta/man/translate/figs-rquestion]])
# his ox ... his donkey
ଏହା ସେହି ପଶୁମାନେ ଯେଉଁମାନଙ୍କୁ ପାଣି ପିଇବାକୁ ଦେଇ ଲୋକମାନେ ସେମାନଙ୍କର ଯତ୍ନ ନିଅନ୍ତି I
# on the Sabbath
ଏକ ବିଶ୍ରାମବାରରେ I କେତେକ ଭାଷା କହିବେ “ଏକ ବିଶ୍ରାମବାର” କାରଣ ଆମ୍ଭେମାନେ ଜାଣୁନାହିଁ ଏହା କେଉଁ ନିର୍ଦ୍ଧିଷ୍ଟ ବିଶ୍ରାମବାର ଥିଲା I