or_tn/luk/13/12.md

1.2 KiB

Woman, you are freed from your weakness

ହେ ନାରୀ, ତୁମର ରୋଗରୁ ତୁମେ ସୁସ୍ଥ ହେଲ I ଏହାକୁ ସକ୍ରିୟ କ୍ରିୟାପଦ ସହିତ ପ୍ରକାଶ କରାଯାଇପାରିବ: ବିକଳ୍ପ ଅନୁବାଦ: “ହେ ନାରୀ, ମୁଁ ତୁମର ଦୁର୍ବଳତାରୁ ତୁମକୁ ମୁକ୍ତ କରୁଛି” (ଦେଖ: rc://*/ta/man/translate/figs-activepassive)

Woman, you are freed from your weakness

ଏହା କହି ଯୀଶୁ ତାହାକୁ ସୁସ୍ଥ କଲେ I ଏହାକୁ ଏକ ବାକ୍ୟ ଦ୍ବାରା ପ୍ରକାଶ କରାଯାଇପାରିବ, ଯାହା ଦର୍ଶାଏ ଯେ ଏହା ଘଟିବା ପାଇଁ ସେ କାର୍ଯ୍ୟ କରୁଛନ୍ତି ବା ଆଜ୍ଞା ଦେଉଛନ୍ତି I ବିକଳ୍ପ ଅନୁବାଦ: “ହେ ନାରୀ, ମୁଁ ବର୍ତ୍ତମାନ ତୁମକୁ ତୁମର ଦୁର୍ବଳତାରୁ ମୁକ୍ତ କରୁଛି” ବା “ହେ ନାରୀ, ତୁମର ଦୁର୍ବଳତାରୁ ମୁକ୍ତ ହୁଅ” (ଦେଖ: rc://*/ta/man/translate/figs-declarative)