or_tn/luk/13/09.md

846 B

If indeed it bears fruit in that time, good

କଅଣ ଘଟିବ ତାହା ଉଲ୍ଲେଖ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଯଦି ଆସନ୍ତା ବର୍ଷ ଏହା ଡିମ୍ବିରି ଫଳ ଫଳିବ, ତାହାହେଲେ ଆମେ ଏହାକୁ ବୃଦ୍ଧି ପାଇବାରେ ଅନୁମତି ଦେଇପାରିବା I (ଦେଖ: rc://*/ta/man/translate/figs-ellipsis)

you will cut it down

ଦାସ ଏକ ପ୍ରସ୍ତାବ ରଖିଲା; ସେ ମାଲିକକୁ ଆଦେଶ ଦେଉ ନ ଥିଲା I ବିକଳ୍ପ ଅନୁବାଦ: “ଏହାକୁ କାଟି ପକାଇବା ନିମନ୍ତେ ମୋତେ କୁହ” ବା “ମୁଁ ଏହାକୁ କାଟି ପକାଇବି”