or_tn/luk/13/06.md

834 B

General Information:

ଯୀଶୁ ଆପଣାର ପୂର୍ବବର୍ତ୍ତୀ ଉକ୍ତିକୁ ବ୍ୟାଖ୍ୟା କରିବା ନିମନ୍ତେ ଲୋକସମୂହକୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I “କିନ୍ତୁ ଯଦି ତୁମ୍ଭେମାନେ ମନ ପରିବର୍ତ୍ତନ ନ କର, ତୁମ୍ଭେମାନେ ସମସ୍ତେ ମଧ୍ୟ ବିନଷ୍ଟ ହେବ I” (ଦେଖ: rc://*/ta/man/translate/figs-parables)

A certain man had a fig tree planted in his vineyard

ଦ୍ରାକ୍ଷାକ୍ଷେତ୍ରର ମାଲିକଙ୍କ ଦ୍ରାକ୍ଷାକ୍ଷେତ୍ରରେ ଅନ୍ୟ ଜଣେ ବ୍ୟକ୍ତି ଡିମ୍ବିରିଗଛ ଲଗାଇ ଥିଲେ I