8 lines
1.7 KiB
Markdown
8 lines
1.7 KiB
Markdown
# No, I say
|
|
|
|
ଯୀଶୁ ଲୋକମାନଙ୍କର ବୁଝିବା ଶକ୍ତିକୁ ଆହ୍ୱାନ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯାହା ଏହି ଶବ୍ଦଗୁଡିକ ସହିତ ଆରମ୍ଭ ହୁଏ “ତୁମ୍ଭେମାନେ କ’ଣ ମନେ କରୁଛ ଯେ ଯିରୂଶାଲମରେ ଥିବା ସମସ୍ତ ଲୋକମାନଙ୍କ ମଧ୍ୟରେ ସେମାନେ ଅଧିକ ପାପୀ ଥିଲେ? “ତୁମ୍ଭେମାନେ ଭାବୁଛ ଯେ ଯିରୂଶାଲମରେ ଥିବା ସମସ୍ତ ଲୋକମାନଙ୍କ ମଧ୍ୟରେ ସେମାନେ ଅଧିକ ପାପୀ ଥିଲେ, କିନ୍ତୁ ମୁଁ କହେ ଯେ ସେମାନେ ସେପରି ନ ଥିଲେ” ବା ""ମୁଁ କହେ ଯେ ଯିରୂଶାଲମରେ ଥିବା ସମସ୍ତ ଲୋକମାନଙ୍କ ମଧ୍ୟରେ ସେମାନେ ଅଧିକ ପାପୀ ଥିଲେ ବୋଲି ଭାବିବା ତୁମ୍ଭମାନଙ୍କର ଉଚିତ୍ ନୁହେଁ"" ବା ""ସେମାନେ ନିଶ୍ଚିତ ଭାବରେ ଅଧିକ ପାପୀ ଥିବା ହେତୁ ମୃତ୍ୟୁବରଣ କଲେ ନାହିଁ” ବା “ତୁମ୍ଭେମାନେ ଭାବିବା ଭୁଲ ଯେ ସେମାନଙ୍କ ଦୁଃଖଭୋଗ ପ୍ରମାଣିତ କରେ ଯେ ସେମାନେ ଅଧିକ ପାପୀ ଥିଲେ “ (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-explicit]])
|
|
|
|
# will perish
|
|
|
|
ମୃତ୍ୟୁବରଣ କରିବେ
|