or_tn/luk/12/57.md

655 B

And why do you not even judge what is right for yourselves?

ଲୋକସମୂହକୁ ଅନୁଯୋଗ କରିବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଏହାକୁ ଏକ ଉକ୍ତି ଭାବରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “କ’ଣ ସଠିକ୍ ଅଟେ ତାହା ତୁମ୍ଭେମାନେ ନିଜେ ନିଜେ ଜାଣିବା ଉଚିତ୍” (ଦେଖ: rc://*/ta/man/translate/figs-rquestion)

for yourselves

ତୁମ୍ଭମାନଙ୍କର ନିଜ ସୂତ୍ରପାତରେ