or_tn/luk/12/56.md

803 B

of the sky and of the earth

ପୃଥିବୀ ଏବଂ ଆକାଶ

but how do you not know how to interpret the present time?

ଲୋକସମୂହକୁ ଅନୁଯୋଗ କରିବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଯୀଶୁ ସେମାନଙ୍କୁ ଦୋଷୀ ଭାବରେ ସିଦ୍ଧ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ବର୍ତ୍ତମାନ ସମୟକୁ କିପରି ଭାବରେ ବ୍ୟାଖ୍ୟା କରିବାକୁ ହେବ ତାହା ତୁମ୍ଭେମାନେ ଜାଣିବା ଉଚିତ୍” (ଦେଖ: rc://*/ta/man/translate/figs-rquestion)