or_tn/luk/12/50.md

2.1 KiB

I have a baptism to be baptized with

ଏଠାରେ “ବାପ୍ତିସ୍ମ” ଯୀଶୁଙ୍କୁ ଯେଉଁ ଦୁଃଖଭୋଗ ନିଶ୍ଚୟ କରିବାକୁ ହେବ, ତାହାକୁ ସୂଚାଏ I ବାପ୍ତିସ୍ମ ସମୟରେ ଜଳ ଠିକ ଯେପରି ଜଣେ ବ୍ୟକ୍ତିକୁ ଆଚ୍ଛାଦିତ କରିଥାଏ, ଦୁଃଖଭୋଗ ସେହିପରି ଯୀଶୁଙ୍କୁ ଅଭିଭୂତ କରିବ I ବିକଳ୍ପ ଅନୁବାଦ: “ମୁଁ ନିଶ୍ଚୟ ଭୟଙ୍କର ଦୁଃଖଭୋଗର ବାପ୍ତିସ୍ମ ମଧ୍ୟଦେଇ ଯିବି” ବା “ଯେପରି ଜଣେ ବ୍ୟକ୍ତି ଜଳ ଦ୍ବାରା ଆଚ୍ଛାଦିତ ହୋଇ ବାପ୍ତିଜିତ ହୁଏ ମୁଁ ସେହିପରି ନିଶ୍ଚୟ ଦୁଃଖଭୋଗ ଦ୍ୱାରା ଅଭିଭୂତ ହେବି” (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-activepassive]])

But

ଏହା ଦର୍ଶାଇବା ପାଇଁ “ମାତ୍ର” ଶବ୍ଦ ବ୍ୟବହୃତ ହୋଇଛି ଯେ ସେ ପୃଥିବୀ ଉପରେ ସେପର୍ଯ୍ୟନ୍ତ ଅଗ୍ନି ନିକ୍ଷେପ କରି ପାରିବେ ନାହିଁ ଯେପର୍ଯ୍ୟନ୍ତ ସେ ଏହି ବାପ୍ତିସ୍ମ ମଧ୍ୟ ଦେଇ ଯାଇନାହାନ୍ତି I

how I am distressed until it is completed!

ଏହି ବିସ୍ମୟସୂଚକ ଭାବ ଗୁରୁତ୍ଵ ପ୍ରଦାନ କରେ ଯେ ସେ କେତେ ବେଶୀ ମାନସିକ ଯନ୍ତ୍ରଣାଗ୍ରସ୍ତ ଅଟନ୍ତି I ବିକଳ୍ପ ଅନୁବାଦ: “ମୁଁ ଅତିଶୟ ପୀଡାଗ୍ରସ୍ତ ଅଟେ ଏବଂ ମୁଁ ସେଭଳି ରହିଥିବି ଯେପର୍ଯ୍ୟନ୍ତ ମୁଁ ଏହି ଦୁଃଖଭୋଗର ବାପ୍ତିସ୍ମ ମଧ୍ୟଦେଇ ନ ଯାଇଛି” (ଦେଖ: rc://*/ta/man/translate/figs-exclamations)