or_tn/luk/12/49.md

1.5 KiB

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖନ୍ତି

I came to cast fire upon the earth

ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସିଅଛି ବା “ମୁଁ ପୃଥିବୀରେ ଅଗ୍ନି ସଂଯୋଗ କରିବା ପାଇଁ ଆସିଅଛି I ସାମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ଲୋକମାନଙ୍କର ବିଚାର କରିବା ପାଇଁ ଆସିଲେ ବା 2) ବିଶ୍ୱାସୀମାନଙ୍କୁ ପରିଷ୍କୃତ କରିବା ପାଇଁ ଯୀଶୁ ଆସିଲେ ବା 3) ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଯୀଶୁ ଆସିଛନ୍ତି I (ଦେଖ: rc://*/ta/man/translate/figs-metaphor)

how I wish that it were already kindled

ଏହି ବିସ୍ମୟସୂଚକ ଭାବ ଗୁରୁତ୍ଵ ପ୍ରଦାନ କରେ ଯେ ସେ କେତେ ବେଶୀ ଏହା ଘଟୁ ବୋଲି ଚାହାନ୍ତି I ବିକଳ୍ପ ଅନୁବାଦ: “ମୁଁ ଅତ୍ୟଧିକ ପରିମାଣରେ ଇଚ୍ଛା କରେ ଯେ ଏହା ଜଳି ସାରିଛି” ବା “ମୁଁ କେତେ ବେଶୀ ଇଚ୍ଛା କରେ ଯେ ଏହା ଆରମ୍ଭ ହୋଇସାରିଛି” (ଦେଖ: rc://*/ta/man/translate/figs-exclamations)