or_tn/luk/12/47.md

1.0 KiB

Connecting Statement:

ଯୀଶୁ ଦୃଷ୍ଟାନ୍ତଟିକୁ କହିବା ସମାପ୍ତ କରନ୍ତି

But that servant, the one having known the will of his master, and not having prepared or done according to his will, will be beaten with many blows

ଏହାକୁ ସକ୍ରିୟ ରୂପରେ ଅନୁବାଦ କରିହେବ I ବିକଳ୍ପ ଅନୁବାଦ: କିନ୍ତୁ ଯେଉଁ ଦାସ ତା’ର ପ୍ରଭୁଙ୍କ ଇଚ୍ଛା ଜାଣେ ଓ ତଥାପି ପ୍ରସ୍ତୁତ ହୁଏ ନାହିଁ ବା ତଦନୁଯାୟୀ କାର୍ଯ୍ୟ କରେ ନାହିଁ, ପ୍ରଭୁ ତାକୁ ବହୁତ ପ୍ରହାରରେ ପ୍ରହାରିତ କରିବେ” (ଦେଖ: rc://*/ta/man/translate/figs-activepassive)

the will of his master ... according to his will

ଯାହା ତା’ର ପ୍ରଭୁ ତାକୁ କରିବା ନିମନ୍ତେ ଇଚ୍ଛା କରିଥିଲେ