or_tn/luk/12/45.md

1.4 KiB

that servant

ଏହା ସେହି ଦାସକୁ ସୂଚାଏ ଯାହାର ପ୍ରଭୁ ତାକୁ ଅନ୍ୟ ସମସ୍ତ ଦାସମାନଙ୍କ ଉପରେ ନିଯୁକ୍ତ କରିଛନ୍ତି I

says in his heart

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଆନ୍ତରିକ ବ୍ୟକ୍ତିତ୍ଵକୁ ବୁଝାଇବା ପାଇଁ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ନିଜେ ନିଜେ ଚିନ୍ତା କରେ” (ଦେଖ: rc://*/ta/man/translate/figs-metonymy)

My master is taking a long time to return

ମୋର ପ୍ରଭୁ ଶୀଘ୍ର ଫେରିବେ ନାହିଁ

the male and female servants

ଏଠାରେ ଯେଉଁ ଶବ୍ଦଗୁଡିକ “ପୁରୁଷ ଓ ସ୍ତ୍ରୀ ଦାସଦାସୀମାନେ"" ବୋଲି ଅନୁବାଦ କରାଯାଇଛି, ସେଗୁଡ଼ିକୁ ସାଧାରଣତଃ “ବାଳକମାନେ” ଏବଂ “ବାଲିକାମାନେ” ଭାବରେ ଅନୁବାଦ କରାଯାଇଥାଏ I ତହିଁରୁ ଏହା ସୂଚିତ ହୁଏ ଯେ ସେହି ଦାସଦାସୀମାନେ ହୁଏତ ଯୁବାବସ୍ଥାରେ ଥିଲେ ବା ସେମାନେ ସେମାନଙ୍କ ପ୍ରଭୁଙ୍କର ପ୍ରିୟ ଥିଲେ I