or_tn/luk/12/42.md

1.5 KiB

Who then is ... their portion of food at the right time?

ଯୀଶୁ ପିତରଙ୍କ ପ୍ରଶ୍ନର ଉତ୍ତର ପରୋକ୍ଷ ଭାବରେ ଦେବାକୁ ଯାଇ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ସେ ଅପେକ୍ଷା କରୁଥିଲେ ଯେଉଁମାନେ ବିଶ୍ୱସ୍ତ ପରିଚାଳକମାନେ, ସେମାନେ ବୁଝନ୍ତୁ ଯେ ଦୃଷ୍ଟାନ୍ତଟି ସେମାନଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଅଟେ I ବିକଳ୍ପ ଅନୁବାଦ: “ମୁଁ ସେହି ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ କହିଲି ଯିଏ ... ଯଥାସମୟରେ I (ଦେଖ: rc://*/ta/man/translate/figs-rquestion)

the faithful and wise manager

ଦାସମାନେ ସେମାନଙ୍କ ମୁନୀବଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କଲାବେଳେ କିପରି ସେମାନେ ବିଶ୍ୱସ୍ତ ହେବା ଉଚିତ ସେସମ୍ପର୍କରେ ଯୀଶୁ ଆଉ ଏକ ଦୃଷ୍ଟାନ୍ତ ଦିଅନ୍ତି I (ଦେଖ: rc://*/ta/man/translate/figs-parables)

whom his lord will set over his other servants

ଯାହାକୁ ତା’ର ମୁନୀବ ତାଙ୍କ ଅନ୍ୟ ଦାସମାନଙ୍କ ଉପରେ ନିଯୁକ୍ତ କରନ୍ତି