or_tn/luk/12/34.md

485 B

where your treasure is, there your heart will be also

ଯେଉଁଠାରେ ତୁମେ ଆପଣା ସମ୍ପତ୍ତି ସାଇତି ରଖିବ, ତୁମର ମନର ଧ୍ୟାନ ସେଠାରେ କେନ୍ଦ୍ରୀଭୂତ ହୋଇ ରହିବ I

your heart

ଏହି ସ୍ଥାନରେ “ମନ” ଜଣେ ବ୍ୟକ୍ତିର ଚିନ୍ତାଗୁଡିକୁ ସୂଚାଏ I (ଦେଖ: rc://*/ta/man/translate/figs-metonymy)