or_tn/luk/12/32.md

924 B

little flock

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଏକ ପଲ ବୋଲି ସମ୍ବୋଧନ କରନ୍ତି I ଗୋଟିଏ ମେଷପଲ ବା ଛେଳିପଲ ଯାହାର ଯତ୍ନ ଜଣେ ମେଷପାଳକ ନେଇଥାଏ I ଜଣେ ମେଷପାଳକ ଯେପରି ତାହାର ମେଷଗୁଡିକର ଯତ୍ନ ନିଏ, ଈଶ୍ୱର ସେହିପରି ଯୀଶୁଙ୍କ ଶିଷ୍ୟମାନଙ୍କ ଯତ୍ନ ନିଅନ୍ତି I ବିକଳ୍ପ ଅନୁବାଦ: “କ୍ଷୁଦ୍ର ଦଳ” ବା “ପ୍ରିୟ ଦଳ”(ଦେଖ: rc://*/ta/man/translate/figs-metaphor)

your Father

ଏହା ଈଶ୍ୱରଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: rc://*/ta/man/translate/guidelines-sonofgodprinciples)