or_tn/luk/12/28.md

12 lines
1.9 KiB
Markdown

# Now if God so clothes the grass in the field, which exists
ଯଦି କ୍ଷେତର ଘାସକୁ ଈଶ୍ୱର ଏହିପରି ବସ୍ତ୍ରରେ ବସ୍ତ୍ରାନ୍ୱିତ କରନ୍ତି, ଏବଂ ଏହା ବା “ଯଦି କ୍ଷେତର ଘାସକୁ ଈଶ୍ୱର ଏପରି ସୁନ୍ଦର ବସ୍ତ୍ର ଦିଅନ୍ତି, ଏବଂ ତାହା I” କ୍ଷେତର ଘାସକୁ ଈଶ୍ୱର ସୁନ୍ଦର କରନ୍ତି, ଏହାକୁ ସତେ ଯେପରି ଈଶ୍ୱର ଘାସ ଉପରେ ସୁନ୍ଦର ବସ୍ତ୍ର ପରିଧାନ କରାନ୍ତି ବୋଲି କୁହାଯାଇଛି I ବିକଳ୍ପ ଅନୁବାଦ: “ଯଦି କ୍ଷେତର ଘାସକୁ ଈଶ୍ୱର ଏପରି ସୁନ୍ଦର କରନ୍ତି, ଏବଂ ତାହା ଅଟେ”(ଦେଖ: [[rc://*/ta/man/translate/figs-metaphor]])
# is thrown into the oven
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “କେହି ଏହାକୁ ଅଗ୍ନି ମଧ୍ୟରେ ନିକ୍ଷେପ କରେ” (ଦେଖ: [[rc://*/ta/man/translate/figs-activepassive]])
# how much more will he clothe you
ଏହା ଏକ ପ୍ରଶ୍ନ ନୁହେଁ, ଏକ ବିସ୍ମୟ ଭାବର ଅଭିବ୍ୟକ୍ତି ଅଟେ I ଯୀଶୁ ଗୁରୁତ୍ଵ ଆରୋପ କରନ୍ତି ଯେ ସେ ନିଶ୍ଚିତ ଭାବରେ ଘାସଗୁଡିକର ଯତ୍ନ ନେବା ଅପେକ୍ଷା ଲୋକମାନଙ୍କ ଅଧିକ ଯତ୍ନ ନେବେ I ବିକଳ୍ପ ଅନୁବାଦ: “ସେ ନିଶ୍ଚିତ ଭାବରେ ତୁମ୍ଭମାନଙ୍କୁ ଅଧିକ ଉତ୍ତମ ଭାବରେ ବସ୍ତ୍ରାନ୍ୱିତ କରିବେ (ଦେଖ: [[rc://*/ta/man/translate/figs-exclamations]])